ଆପଣଙ୍କ ବନ୍ଧୁତା ଆମର ଗୌରବ, ଆପଣଙ୍କ ସ୍ଵପ୍ନ ଆମର କର୍ତ୍ତବ୍ୟ । ଭାରତର ଦକ୍ଷତା ସୀମିତ ହୋଇଯାଇପାରେ କିନ୍ତୁ ଆମର ପ୍ରତିଶ୍ରୁତି ଅସୀମ । ଆମର ସମ୍ପଦ ସ୍ୱଳ୍ପ; ହେଲେ ଆମର ଆକାଂକ୍ଷା ସୀମାହୀନ ।