ଆମର ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ କେବଳ ଘରୋଇ ବଜାର ଅଥବା ଆମଦାନୀର ବିକଳ୍ପ ଉତ୍ପାଦନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ । ସମଗ୍ର ପୃଥିବୀ ପାଇଁ ବିଶ୍ଵସ୍ତରୀୟ ଗୁଣାତ୍ମକ ଉତ୍ପାଦ ଓ ସେବା ସୃଷ୍ଟି କରିବା ହେଲା ଏହାର ମୂଳ ଉଦ୍ଦେଶ୍ୟ ।
ସେୟାର