ଆମେ କେବଳ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରୁନାହୁଁ, ଅପରନ୍ତୁ ଶାନ୍ତି ଓ ସଦ୍ଭାବନାର ଏକ ନୂଆ ଯୁଗର ଅୟମାରମ୍ଭ ସକାଶେ ଆମେ ମାନବ ସମାଜକୁ ମାନସିକ ସ୍ତରରେ ତାଲିମ ଦେଉଛୁ – ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ