ଆମେ କ୍ଷମତାକୁ ଆସିବା ପରଠାରୁ ମୁଦ୍ରାସ୍ପୀତି, ଆର୍ଥିକ ନିଅଣ୍ଟ, ଦେୟ ଭାରସାମ୍ୟ ଓ ଚଳନ୍ତି ଖାତାରେ ନିଅଣ୍ଟର ମାତ୍ରା ହ୍ରାସ ପାଇଛି । ଜିଡିପି ବୃଦ୍ଧି, ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାର, ଷ୍ଟକ ବଜାର ମୂଲ୍ୟାୟନ ଏବଂ ନିବେଶକ ଆସ୍ଥାରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି । ଆମେ ଗ୍ରହଣ କରୁଥିବା ଅନେକ ସୁଚିନ୍ତିତ ନୀତିର ସଫଳ କାର୍ଯ୍ୟ।ନ୍ୱୟନ ଯୋଗୁ ଏହା ସମ୍ଭବ ହୋଇପାରିଛି।