ଆମେ ବର୍ତ୍ତମାନ ପିଢ଼ିର ଜନସାଧାରଣ, ଆମ ସମୃଦ୍ଧ ପ୍ରାକୃତିକ ସମ୍ପଦର ଟ୍ରଷ୍ଟି ଭାବେ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଏହାକୁ ସୁରକ୍ଷିତ ରଖିବାର ଦାୟିତ୍ଵ ନେବା ଉଚିତ । ଏହି ପ୍ରସଙ୍ଗ କେବଳ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ପାଇଁ ପ୍ରଯୁଜ୍ୟ ନୁହେଁ, ଏହା ଜଳବାୟୁ ବିଚାରବୋଧ ପାଇଁ ମଧ୍ୟ ଉଦ୍ଧିଷ୍ଟ ।
ସେୟାର