"ଆମେ ଭାରତୀୟମାନେ ଏକ ଗୌରବମୟ ସାମୁଦ୍ରିକ ଐତିହର ଉତ୍ତରାଧିକାରୀ ଏବଂ ବିଶ୍ଵ ସାମୁଦ୍ରିକ କ୍ଷେତ୍ରରେ ଭାରତର ଅଗ୍ରଣୀ ଭୂମିକା ଓ ସ୍ଥିତିକୁ ପୁନଃ ପ୍ରତିଷ୍ଠା କରିବା ଦିଗରେ ସରକାରଙ୍କ ଏହା ପ୍ରୟାସ" - ମୁମ୍ବାଇ ସାମୁଦ୍ରିକ ଶିଖର ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉକ୍ତି ।