ଆମ ଦେଶବାସୀଙ୍କ ରକ୍ତ, ସ୍ଵେଦ ଓ ଅଶ୍ରୁ ଏହି ମାଟିରେ ମିଶିଛି । ଯାହା ଆମ ଭିତରେ ଏକ ଅତୁଟ ବନ୍ଧନ ସୃଷ୍ଟି କରିଛି । ଏ ମାଟିରେ ତାହା ଅଲିଭା ଅକ୍ଷରରେ ଲିପିବଦ୍ଧ ହୋଇଛି । ସେ ସମ୍ପର୍କ ଏହି କ୍ଷେତ୍ର ଓ ଭାରତ ମଧ୍ୟରେ ଥିବା ପ୍ରାଚୀନ ଯୋଗସୂତ୍ରକୁ ସ୍ମରଣ କରାଇଦିଏ ।
ସେୟାର