ଆମ ଯବାନମାନେ ଯାହା ଉପଯୁକ୍ତ ବୋଲି ଭାବିବେ ସେପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସେମାନଙ୍କର ପୂର୍ଣ୍ଣ ସ୍ଵାଧୀନତା ରହିଛି । ସେମାନେ ଉପଯୁକ୍ତ ଭାଷାରେ ଶତ୍ରୁପକ୍ଷଙ୍କୁ ଜବାବ ଦେଇ ଆସୁଛନ୍ତି ଓ ଦେଇ ଚାଲିବେ । ଆମ ଯବାନମାନଙ୍କ ସାହସିକତା ଲାଗି ଆମେ ବେଶ ଗର୍ବ ଅନୁଭବ କରୁ – “ଟାଇମ୍ସ ନାଓ” ନ୍ୟୁଜ ଚାନେଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟ