ଆର୍ଥିକ ବିକାଶ କେବଳ କେତୋଟି ସହର କିମ୍ବା କିଛି ଲୋକଙ୍କ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ । ବିକାଶ ଧାରା ସାମଗ୍ରିକ ଏବଂ ସର୍ବ-ସମାବେଶୀ ହେବା ଦରକାର ।