ଏଥର ଅଲିମ୍ପିକ୍ସ ଦଳକୁ ଆମେ ଆଗୁଆ ପଠାଉଛୁ କାରଣ ସେମାନେ ସେଠାକାର ପରିସ୍ଥିତି ସହ ଖାପ ଖୁଆଇପାରିବେ। ପୂର୍ବରୁ ସେମାନେ ବହୁତ କମ ସମୟ ପାଉଥିଲେ - ନୂଆଦିଲ୍ଲୀଠାରେ "Run For Rio" କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ