ଏମ-ଗଭର୍ଣ୍ଣାନ୍ସ ହେଲା ସଶକ୍ତ ଗଭର୍ଣ୍ଣାସ (ସୁଶାସନ), ବିକାଶକୁ ବାସ୍ତବରେ ସମାବେଶୀ ଓ ବ୍ୟାପକ ଗଣ ଆନ୍ଦୋଳନରେ ପରିଣତ କରିବାର ସାମର୍ଥ୍ୟ ରହିଛି । ଏହା ସୁଶାସନକୁ ପ୍ରତ୍ୟେକ ବ୍ୟକ୍ତି ନିକଟରେ ପହଞ୍ଚାଇ ଥାଏ । ସୁଶାସନକୁ ୨୪x୭ ଆପଣଙ୍କ ନିକଟରେ ଉପଲବ୍ଧ କରିଥାଏ ।