ଏହା ମୋର ଦୃଢ଼ ବିଶ୍ଵାସ ଯେ ଆଲୋଚନାରେ ସବୁ ସମସ୍ୟାର ସମାଧାନ ସୂତ୍ର ନିହିତ । ପୂର୍ବରୁ ଧାରଣା ଥିଲା ଯେ ବଳ ଶକ୍ତିର ପ୍ରତୀକ । ଏବେ ସେହି ବଳ ଆମ ଚିନ୍ତନ ଓ ସଫଳ ଆଲୋଚନା ମାଧ୍ୟମରେ ଆସିବା ଉଚିତ ବୋଲି ଆମେ ଅନୁଭବ କରୁଛୁ ।
ସେୟାର