କ୍ରୀଡା ଜୀବନରେ ପରାଜୟକୁ ଆମେ ସୁଯୋଗ ରୂପେ ଭାବିବାକୁ ହେବ, ପରାଜୟରେ କେବେ ଦୁଃଖିତ ହେବା ଉଚିତ ନୁହଁ । ପରାଜୟ ଶିକ୍ଷା ଦିଏ, ବହୁତ କିଛି ଶିଖାଏ । ଆଉ ଯିଏ ଖେଳେ ନାହିଁ ତାର ଜିତିବା ନଥାଏ କି ହାରିବା ନଥାଏ । ଯିଏ ଖେଳେ ସିଏ ହିଁ ଜିତେ ଏବଂ ସିଏ ହିଁ ହାରେ ଆଉ ଯିଏ ଖେଳେ ସିଏ ବିକଶିତ ହୁଏ - RFYS ର ଶୁଭାରମ୍ଭ ଅବସରରେ ପିଲାଙ୍କ ସହ ମତ ବିନିମୟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ