ଗଙ୍ଗାର ଧାରା ଦେଶର ଅର୍ଥନୈତିକ ପ୍ରଗତିର ବେଗକୁ ଶକ୍ତି ଯୋଗାଇଥାଏ । ଭଗୀରଥ ଆମପାଇଁ ଗଙ୍ଗାଙ୍କୁ ସ୍ଵର୍ଗରୁ ମର୍ତ୍ତକୁ ଆଣିଥିଲେ । କିନ୍ତୁ ଏହାକୁ ବଂଚାଇ ରଖିବାକୁ ହେଲେ, କୋଟି କୋଟି ଭଗୀରଥଙ୍କର ଆବଶ୍ୟକତା ରହିଛି । “ଜନ ଭାଗିଦାରୀ” ବିନା ଗଙ୍ଗା ସଂରକ୍ଷଣ ଅଭିଯାନ କଦାପି ସଫଳ ହୋଇପାରିବନାହିଁ । ଏହି ସଂରକ୍ଷଣ ଅଭିଯାନକୁ ସାକାର କରିବା ଲାଗି ଆମକୁ ପରିବର୍ତ୍ତନର ସୂତ୍ରଧର ବନିବାକୁ ପଡିବ – “ମନ କି ବାତ”ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ