ଜନ ଧନ ଯୋଜନାରେ ଆମେ 20 କୋଟି ଲୋକଙ୍କୁ ବ୍ୟାଙ୍କ ସେବା ପରିସରଭୁକ୍ତ କରିଛୁ । ଏହି ସଂଖ୍ୟା ବିଶ୍ଵର ଅଧିକାଂଶ ରାଷ୍ଟ୍ରର ଜନସଂଖ୍ୟାଠାରୁ ମଧ୍ୟ ଅଧିକ । ଏବେ ସେହି କୋଟି କୋଟି ଜନତା ଆମ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଅଂଶ ପାଲଟିଛନ୍ତି ଏବଂ ସେମାନଙ୍କ ପାଇଁ ଏବେ "ସୁଧ ହାର" କିଛି ମୂଲ୍ୟ ଥିବା ଭଳି ମାନେ ହେଉଛି ।