ଜନ ଧନ ଯୋଜନା କେବଳ ଜମା ଖାତା ଖୋଲିବା ନୁହଁ । ଅନେକ ଲୋକଙ୍କୁ ଏହା ଆର୍ଥିକ ମୁଖ୍ୟସ୍ରୋତକୁ ଆଣିଛି । ଗରିବର ଉନ୍ନତ ଚିନ୍ତାଧାରାକୁ ପ୍ରତିଫଳିତ କରୁଛି ଆମ ଜନ ଧନ ଯୋଜନାର ଅନୁଭୂତି ।
ସେୟାର