ଡିଜିଟାଲ ଇଣ୍ଡିଆର ସ୍ଵପ୍ନକୁ ସାକାର କରିବା ସକାଶେ ସାରା ଦେଶ ହାତ ମିଳାଇଛନ୍ତି । ଯୁବଗୋଷ୍ଠୀ ଉତ୍ସାହିତ, ଶିଳ୍ପ ସଂସ୍ଥାମାନେ ସହଯୋଗୀ ଏବଂ ସରକାର ସକାରାତ୍ମକ ମନୋଭାବ ପୋଷଣ କରୁଛନ୍ତି । ଭାରତ ଏବେ ଡିଜିଟାଲ ଇଣ୍ଡିଆର ପ୍ରତ୍ୟାଶା ରଖିଛି ।
ସେୟାର