ଦୀର୍ଘ ଦିନ ଧରି ଶିକ୍ଷାର ପ୍ରସାର ଉପରେ ପ୍ରାଧାନ୍ୟ ଆରୋପ କରାଯାଇ ଆସୁଛି । ତାହା ଆବଶ୍ୟକ ଥିଲା । ଆଜି କିନ୍ତୁ ଶିକ୍ଷା ବିସ୍ତାର ସହ ଯାହା ଅଧିକ ଆବଶ୍ୟକ ତାହା ହେଲା ଗୁଣାତ୍ମକ ଶିକ୍ଷାର ବିକାଶ । ସାକ୍ଷରତା ଅଭିଯାନଠାରୁ ଆମକୁ ଆମର ପ୍ରାଧାନ୍ୟକୁ ଗୁଣାତ୍ମକ ଶିକ୍ଷା ଉପରକୁ ବଦଳାଇବାକୁ ପଡିବ । ଏବେଠାରୁ ବିଦ୍ୟାଳୟ ଶିକ୍ଷାଠାରୁ ଆମେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବୁ – “ମନ କି ବାତ”ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ