ଦେଶରେ ଏପରି ୧୮,୫୦୦ଗ୍ରାମ ରହିଛି ଯେଉଁଠାକୁ ଏବେ ସୁଦ୍ଧା ବିଜୁଳି ପହଞ୍ଚିବାକୁ ବାକି ଅଛି । ଆଗାମୀ ୧୦୦୦ ଦିନ ମଧ୍ୟରେ ସେଠାକୁ ବିଜୁଳି ପହଞ୍ଚାଇବା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆମେ ଶପଥ ନେଇଛୁ ।
ସେୟାର