ପିଲାମାନେ ଯେତେବେଳେ ଗାଁ ରେ ସ୍କୁଲକୁ ଯିବା ବନ୍ଦ କରିଦିଅନ୍ତି, ଏହା ଆମକୁ ଚିନ୍ତିତ କରିବା ଉଚିତ । ଗ୍ରାମ୍ୟ ବିକାଶର କଥା ଭାବିବା ବେଳେ ଆମେ କେବଳ କେତେ ବଜେଟ ଦିଆଗଲା ଚିନ୍ତା ନ କରି କେତେ ଜନ ସୁବିଧା ସାମଗ୍ରିକ ଭାବେ ଉପଲବ୍ଧ ହେବ ସେଥିପ୍ରତି ଦ୍ରୁଷ୍ଟି ଦେବାକୁ ପଡିବ ।