ପ୍ରକୃତି ପ୍ରତି ସମ୍ମାନବୋଧ ହେଉଛି ଆମର ସହଭାଗୀ ଐତିହ୍ୟ ଓ ପରମ୍ପରା । ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ଆମ ଆଲୋକିତ ସ୍ଵାର୍ଥ ସହ ଜଡିତ ।