ପ୍ରତ୍ୟେକ ନୂଆ ନୂଆ ଭାବନା ପ୍ରତି ଭାରତୀୟ ମନର ଉନ୍ମୁକ୍ତ ଭାବ କଥା ଚାପବେଗରେ ବର୍ଣ୍ଣିତ ରହିଛି । “ଆନୋଭଦ୍ରାଃ କ୍ରତବେ ଯନ୍ତୁ ବିଶ୍ଵତଃ” ଅର୍ଥାତ, ସବୁ ପ୍ରକାର ସତ ଓ ଆଦର୍ଶ ଚିନ୍ତନ ଆମ ନିକଟକୁ ସବୁଦିଗରୁ ଆସୁ ।