ପ୍ରଯୁକ୍ତି ସ୍ଵଳ୍ପ ସଶକ୍ତଙ୍କୁ ବଳିଷ୍ଠ କରିଥାଏ । ଯଦି ବିକାଶର ସୀମାରେଖା ବାହାରେ ଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଘଟାଇବାର କୌଣସି ଏକ ଦୃଢ଼ ଶକ୍ତି ରହିଛି ତାହା ହେଲା ପ୍ରଯୁକ୍ତି । ଏହା ଏକ ସମତୁଲକ ଏବଂ ସ୍ପ୍ରିଙ୍ଗବୋର୍ଡ ଭଳି କାର୍ଯ୍ୟ କରିଥାଏ ।