"ବିଜୁଳି,ପାଣି,ସଡକ....ଏହା କେବଳ ପୁର୍ବରୁ ଗରିବମାନଙ୍କ ପାଇଁ ପ୍ରାଥମିକ ଆବଶ୍ୟକତା ରୂପେ ବିଚାର କରାଯାଉଥିଲା। କିନ୍ତୁ ଆମେ ଏଥିରେ ଶିକ୍ଷା ଏବଂ ସ୍ବାସ୍ଥ୍ୟ ଅଧିକ ଯୋଡ଼ି ଦେଲୁ। ଏହି ପାଞ୍ଚଟି ମୌଳିକ ଜିନିଷକୁ ପ୍ରତ୍ସାହିତ ଦେଇ,ଆମେ କେବଳ ରୋଜଗାରର ସୁଯୋଗ ସୃଷ୍ଟି କରୁ ନାହୁଁ ବରଂ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ କରୁଛୁ ।ଏବଂ ଏହି କାରଣରୁ 'ସବକା ସାଥ, ସବକା ବିକାଶ' ମନ୍ତ୍ର ସାରା ଦେଶରେ ପ୍ରତିଧ୍ୱନିତ ହେଉଛି।-ପ୍ରଧାନମନ୍ତ୍ରୀ ମୋଦି ଲିିମଖେଡା, ଗୁଜରାଟ ରେ