ଭାରତକୁ ଆଶାର କିରଣ ରୂପେ ଦେଖୁଛି ବିଶ୍ଵ ଏବଂ ଏହାକୁ ଆଉ ପାଦେ ଆଗେଇ ନେବା ପାଇଁ ଆମ ପ୍ରବାସୀ ଭାରତୀୟମାନେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ରାଜନୀତି କରିବା ଅଥବା ବିଶ୍ଵ ରାଜନୀତିରେ ନିଜର ଆସ୍ଥାନ ଜମାଇବା ଲାଗି ଭାରତୀୟ ସମ୍ପ୍ରଦାୟ ବିଦେଶରେ ବସବାସ କରୁନାହାନ୍ତି । ଯେଉଁଠିକୁ ଗଲେ ମଧ୍ୟ ସେମାନେ ସମାଜର କଲ୍ୟାଣ ଦିଗରେ ଚିନ୍ତା ଓ କାର୍ଯ୍ୟ କରନ୍ତି - ପ୍ରବାସୀ ଭାରତୀୟ କେନ୍ଦ୍ର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ