ଭାରତର ଗରିବ ଲୋକମାନଙ୍କ ହୃଦୟ କିଭଳି ବିଶାଳ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ହେଲା ତାର ପ୍ରତିଫଳନ । ଯଦିଚ କୌଣସି ଅର୍ଥ ଜମା ବିନା ସେମାନେ “ଜିରୋ ବେଲେନ୍ସ ଜମାଖାତା” ଖୋଲି ପାରିଥାନ୍ତେ, ତଥାପି ସେମାନେ ଶୂନ୍ୟ ଜମାଖାତା ଖୋଲିନାହାନ୍ତି ।