ଭାରତର ସାମର୍ଥ୍ୟ ତାର ଗ୍ରାମମାନଙ୍କରେ ନିହିତ । ଗ୍ରାମାଂଚଳ ଓ ସହରାଂଚଳ ଭାରତ ଭିତରେ ଥିବା ବୈଷମ୍ୟକୁ ଦୂର କରିବାକୁ ପଡିବ । ସହରମାନଙ୍କରେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ଆମ ଗ୍ରାମାଂଚଳ ଲୋକମାନଙ୍କ ନିକଟରେ ମିଳିବା ଆମେ ଚାହୁଁ – ଜାମସେଦପୁରଠାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
ସେୟାର