ଭାରତ-ଆଫଗାନ ମୈତ୍ରୀ ସେତୁ କେବଳ ଇଟା ଓ ପଥରରେ ନିର୍ମିତ ହୋଇନାହିଁ । ଏହା ପାରସ୍ପରିକ ବନ୍ଧୁତା ଏବଂ ଆଫଗାନ ଓ ଭାରତୀୟଙ୍କ ବୀରତ୍ଵର ଏକ ସ୍ମାରକୀ ।