ଭାରତ ବ୍ୟାପକ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ ଦେଇ ଗତି କରୁଛି । ଶହେ କୋଟି ନାଗରିକ ରାଜନୈତିକ ଦ୍ରୁଷ୍ଟିରୁ ସଶକ୍ତ । ସାମାଜିକ ଓ ଆର୍ଥିକ ରୂପାନ୍ତର ଜରିଆରେ ଏହି ବିଶାଳ ଜନତାଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଇବା ମୋର ସ୍ଵପ୍ନ ।