ଭାରତ ସହ ସମ୍ବନ୍ଧ ସ୍ଥାପନ କରିବାକୁ ବିଶ୍ଵରେ ବ୍ୟଗ୍ରତା ବୃଦ୍ଧି ପାଇଛି । ଏଭଳି ସମୟରେ 'ଅଜଣା ଭୟ' ଏକ ପ୍ରତିବନ୍ଧକ । ଏହାକୁ ଅତିକ୍ରମ କରିବାରେ ପ୍ରବାସୀ ଭାରତୀୟମାନେ ସାହାଯ୍ୟ କରିପାରିବେ - ପ୍ରବାସୀ ଭାରତୀୟ କେନ୍ଦ୍ର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ
ସେୟାର