ଭାରତ ସହ ସମ୍ବନ୍ଧ ସ୍ଥାପନ କରିବାକୁ ବିଶ୍ଵରେ ଆଗ୍ରହ ବୃଦ୍ଧି ପାଇଛି । ବିଶ୍ଵ ସହ ଏହି ସମ୍ବନ୍ଧକୁ ଘନୀଭୂତ କରିବାରେ ପ୍ରବାସୀ ଭାରତୀୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ତା'ସହିତ ଆମେ ପ୍ରବାସୀ ଭାରତୀୟଙ୍କ ସହ ଆମର ବନ୍ଧନ ଏବଂ ଯୋଗସୂତ୍ରକୁ ଦୃଢୀଭୂତ କରିବାକୁ ପଡିବ - ପ୍ରବାସୀ ଭାରତୀୟ କେନ୍ଦ୍ର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ