ଭାରତ ସେତିକି ବେଳେ ଆଗେଇବ ଯେତେବେଳେ ଆମ ଗ୍ରାମଗୁଡିକ ସମୃଦ୍ଧ ହେବ । ଗାଁ ଅର୍ଥବ୍ୟବସ୍ଥାକୁ ଉନ୍ନତ କରି ଆମେ ଆମ ଦେଶର ବିକାଶ ପ୍ରକ୍ରିୟାକୁ ସଶକ୍ତ କରିପାରିବା – ଜାମସେଦପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ