ଭାରତ ହେଉଛି ବିଶ୍ଵ ଅର୍ଥ ବ୍ୟବସ୍ଥାର ଏକ ଉଜ୍ଵଳତମ ବିନ୍ଦୁ । ଏବେ ଆମର ମୁଦ୍ରାସ୍ଫୀତି ହାର କମ, ବିଦେଶୀ କରଜ ମାତ୍ରା କମ, ଚଳନ୍ତି ପୁଞ୍ଜି ନିଅଣ୍ଟ ମାତ୍ରା କମ ଏବଂ ବିକାଶ ହାର ଉଚ୍ଚତର । ଏହା ଆମର ସୌଭାଗ୍ୟ ଯୋଗୁ ନୁହେଁ, ଉତ୍ତମ ନୀତି ଯୋଗୁ ହାସଲ ହୋଇପାରିଛି ।