ମାନବତାରେ ବିଶ୍ଵାସ କରୁଥିବା ରାଷ୍ଟ୍ରସମୂହ ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ଏକଜୁଟ ହେବାକୁ ପଡିବ ଏବଂ ସମସ୍ଵରରେ ଏହା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ପଡିବ । ଆତଙ୍କବାଦକୁ ଅବୈଧ କରିବାକୁ ପଡିବ ।
ସେୟାର