ମୁଁ ଯେତେ ବେଗରେ ଆଗକୁ ଅଗ୍ରସର ହେଉଥାଏ ପଛେ ସେଥିରେ କିନ୍ତୁ ମୁଁ ସନ୍ତୁଷ୍ଟ ନୁହେଁ । ଆଜି ଯଦି ମୁଁ ୧୦୦ ସ୍ପିଡରେ ଦୌଡୁଛି, ୨୦୦ ବେଗରେ ଦୌଡିବାର ଲକ୍ଷ୍ୟ ମୋ ମନରେ ଅଛି । ଦୁନିଆ ବେଶ୍ ଆଗକୁ ଅଗ୍ରସର ହୋଇସାରିଛି ଏବଂ ତା ସହ ତାଳଦେଇ ଆମକୁ ଗତି କରିବାକୁ ପଡିବ – “ଟାଇମ୍ସ ନାଓ” ନ୍ୟୁଜ ଚାନେଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟ