ମୋର ଲକ୍ଷ୍ୟ ହେଲା ସଂସ୍କାରରୁ ପରିବର୍ତ୍ତନ । ମୋ ପାଇଁ ସଂସ୍କାର ହେଲା ସେଇ ନୀତି ଯାହା ସାଧାରଣ ନାଗରିକଙ୍କ ଜୀବନକୁ ରୂପାନ୍ତରିତ କରିପାରିବ । ଗତ ଦୁଇ ବର୍ଷ ଭିତରେ ଆମେ ସଂସ୍କାରର ଏକ ବ୍ୟାପକ ପ୍ୟାକେଜ କାର୍ଯ୍ୟକାରୀ କରିଛୁ ଏବଂ ସେସବୁ ଆର୍ଥିକ ସଂସ୍କାର ଛଡା ଅନ୍ୟ କ୍ଷେତ୍ରକୁ ମଧ୍ୟ ପରିବ୍ୟାପ୍ତ ।
ସେୟାର