ମୋ ପାଇଁ କ୍ରୀଡାର ଅର୍ଥ ହେଲା: S ମାନେ କୌଶଳ, P ମାନେ ଅଧ୍ୟବ୍ୟସାୟ, O ମାନେ ଆଶାବାଦ, R ମାନେ ନମନୀୟତା, T ମାନେ ଦୃଢତା, S ମାନେ ସହନ ସାମର୍ଥ୍ୟ - RFYS ର ଶୁଭାରମ୍ଭ ଅବସରରେ ପିଲାଙ୍କ ସହ ମତ ବିନିମୟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସେୟାର