ଯୋଗ ପ୍ରସାରର ଅର୍ଥ ହେଲା ଏକ ପରିବର୍ତ୍ତିତ ବିଶ୍ଵର ସଂକେତ । କୌଣସି ରାଷ୍ଟ୍ରୀୟ, ଧର୍ମ ବିଶ୍ଵାସ ଅଥବା ଶ୍ରେଣୀଗତ ବାଧକ ବିନା ଏହା ଜ୍ଞାନର ପ୍ରବାହ ହେଉଥିବା ଏକ ବିଶ୍ଵକୁ ପ୍ରତିନିଧିତ୍ଵ କରେ । ଏହା ଏପରି ଏକ ବିଶ୍ଵକୁ ପ୍ରତିନିଧିତ୍ଵ କରେ ଯେଉଁଠାରେ ଲୋକମାନେ ଭୌଗୋଳିକ ସୀମାରେଖା ଡେଇଁ ଯାତାୟାତ କରିପାରନ୍ତି, ଯାହା ସେ ଧରାକୁ ସଂଯୋଗ କରିବାର କାରଣ ଓ ନିରାକରଣର ସୂତ୍ର ବତାଇଥାଏ – ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ