ଯୋଗ, ରୋଗ ମୁକ୍ତି ପାଇଁ ନୁହେଁ ଭୋଗ ମୁକ୍ତି ପାଇଁ ମଧ୍ୟ ପ୍ରଯୁଜ୍ୟ । ଯୋଗ ଆମର ସାଂସ୍କୃତିକ ଦୂତର ଭୂମିକା ଗ୍ରହଣ କରିପାରେ । ଏହାକୁ ମାଧ୍ୟମ କରି ଆମେ ସାରା ବିଶ୍ଵକୁ ଛୁଇଁପାରିବା – ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ସେୟାର