ଶକ୍ତି କ୍ଷେତ୍ରରେ ଉଦୟ ଯୋଜନା ରାଜ୍ୟ ସରକାରମାନଙ୍କ ପ୍ରୋତ୍ସାହନ ଢ଼ାଂଚାରେ ସ୍ଥାୟୀ ପରିବର୍ତ୍ତନ ଘଟାଇଛି । ଏହାଦ୍ଵାରା ଉନ୍ନତ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ମହାତ୍ଵାକାଂକ୍ଷୀ କାର୍ଯ୍ୟକ୍ଷମତା ଲକ୍ଷ୍ୟ ହାସଲ କରାଯାଇପାରିବ ।
ସେୟାର