ସଂସଦ ଏଇ ନିକଟରେ ଆଭ୍ୟନ୍ତରୀଣ ଜଳପଥ ସମ୍ବନ୍ଧୀୟ ଏକ ନୂଆ ଆଇନ ପ୍ରଣୟନ କରିଛି । ଯଦ୍ଵାରା ପରିବହନର ଏହି ସକ୍ରିୟ ବ୍ୟବସ୍ଥାର ଦ୍ରୁତ ବିକାଶ ଘଟାଇବା ସହଜସାଧ୍ୟ ହୋଇପାରିବ । ଏହାଫଳରେ ସୁନାବ୍ୟା ଜଳପଥର ସଂଖ୍ୟାକୁ ୫ ରୁ ୧୦୬ କୁ ବୃଦ୍ଧି ପାଇବ ।