ସମସ୍ତେ କହୁଛନ୍ତି ଚଳିତ ଶତାଦ୍ଦୀ ହେଉଛି ଏସିଆର ଶତାଦ୍ଦୀ । ମୋର ଧାରଣା ସ୍ପଷ୍ଟ ଯେ ଭଗବାନ ବୁଦ୍ଧଙ୍କ ପ୍ରଦର୍ଶିତ ମାର୍ଗ ଓ ଆଦର୍ଶର ଅନୁସରଣ ବିନା ଏ ଶତାଦ୍ଦୀ କଦାଚିତ ଏସୀୟ ଶତାଦ୍ଦୀ ହୋଇନପାରେ!