ସର୍ବାଧିକ ଶାସନ, ସର୍ବନିମ୍ନ ସରକାର କହିଲେ କଣ ବୁଝାଏ? ତାର ଅର୍ଥ ହେଲା ବ୍ୟବସାୟରେ ନିୟୋଜିତ ରହିବା ସରକାରଙ୍କ ବେଉସା ନୁହେଁ – ସୁଶାସନ ସଂକ୍ରାନ୍ତ ଇକୋନୋମିକ ଟାଇମ୍ସ ଗ୍ଲୋବାଲ ବିଜିନେସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ