ସାମୁଦ୍ରିକ କ୍ଷେତ୍ର କେବଳ ଆର୍ଥିକ କାର୍ଯ୍ୟକଳାପ ସୃଷ୍ଟି ଅଥବା ଏଥିପାଇଁ ସୁଯୋଗ ସୃଷ୍ଟି କରିନଥାଏ । ଏହା ଦେଶ ଦେଶ ଏବଂ ସଭ୍ୟତା ସଭ୍ୟତା ଭିତରେ ସଂଯୋଗ ସ୍ଥାପନ କରିଥାଏ – ମୁମ୍ବାଇଠାରେ ଅନୁଷ୍ଠିତ ସାମୁଦ୍ରିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
ସେୟାର