“ହୋତା ହୈ-ଚଲତା ହୈ” ମନୋଭାବର ଦିନ ସରିଲା । ଭାରତ ଦ୍ରୁତ ଭାବେ ବଢ଼ି ଚାଲିଛି ଏବଂ ବିଶ୍ୱ ଆମ ଠାରୁ ଗଭୀର ଆଶା ରଖିଛି ।ଆମେ ଏହି ସୁଯୋଗକୁ ହାତଛଡ଼ା କରିବୁ ନାହିଁ।-ନାଭସାରି,ଗୁଜରାଟ ସାମାଜିକ ଅଧିକାରୀତା ଶିବିରରେ ପ୍ରଧାନମନ୍ତ୍ରୀ ମୋଦି