ଅନିନ୍ଦ୍ୟ ବାନାର୍ଜୀ, ସାମ୍ବାଦିକ
ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଜଣେ ସଂସ୍କାରକ ଏବଂ ପରେ ଜଣେ ରାଜନେତା। ତାଙ୍କ ପ୍ରତ୍ୟେକ ପଦକ୍ଷେପର ମୂଳରେ ଏକ ସଂସ୍କାର ଏଜେଣ୍ଡା ଥାଏ। ସ୍ୱଚ୍ଛ ଭାରତ ଏବଂ ବେଟି ବଚାଓ ଠାରୁ ଆରମ୍ଭ କରି ଜାତିସଂଘ ସୁରକ୍ଷା ପରିଷଦ ପର୍ଯ୍ୟନ୍ତ - ଏହା ହିଁ ପଥ।