ଅନିଲ ଅଗ୍ରୱାଲ, ଅଧ୍ୟକ୍ଷ, ବେଦାନ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ 2 ଟ୍ରିଲିୟନ ଡଲାରରୁ 20 ଟ୍ରିଲିଅନ୍ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିପାରିଛନ୍ତି ଏବଂ ବର୍ତ୍ତମାନର ସରକାର ପ୍ରଯୁକ୍ତି, ଡିଜିଟାଲକରଣ, ଏବଂ ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇ ଭାରତକୁ ନାଲି ଫିତାରୁ ମୁକ୍ତ କରି ନାଲି ଗାଲିଚା ଦିଗରେ ନେଇ ଯାଉଛନ୍ତି  ।