ଅନିଲ କୁମ୍ବଲେ, ପୂର୍ବତନ କ୍ରିକେଟର
ଗତକାଲି ବେଙ୍ଗାଲୁରୁର ରାଜଭବନରେ ମୋର କ୍ରିକେଟ୍ ସହକର୍ମୀଙ୍କ ସହ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ମୋ ପାଇଁ ସମ୍ମାନର ବିଷୟ ଥିଲା। ଆମର ଭାବ ବିନିମୟ ବହୁତ ଭଲ ଲାଗିଲା। ।