ଅନୀଲ ଅଗ୍ରୱାଲ, ଅଧ୍ୟକ୍ଷ ,ବେଦାନ୍ତ ରିସୋର୍ସେସ୍
ଆଜି ଇଣ୍ଡିଆ ଏନର୍ଜି ସପ୍ତାହରେ ଆମକୁ ସମ୍ବୋଧନ କରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏହା ଏକ ଆଶ୍ଚର୍ଯ୍ୟଜନକ ସାକ୍ଷାତ ଥିଲା। ମୋର ଏଥିରେ କୌଣସି ସନ୍ଦେହ ନାହିଁ ଯେ , ତୈଳ ଏବଂ ଗ୍ୟାସ ଅନୁସନ୍ଧାନ ଏବଂ ଉତ୍ପାଦନ ପାଇଁ ଭାରତ ହେଉଛି ସବୁଠାରୁ ଆକର୍ଷଣୀୟ ସ୍ଥାନ।