ଜି-20 ଶିଖର ସମ୍ମିଳନୀରେ ଭାରତର ନେତୃତ୍ୱ ଅତ୍ୟନ୍ତ ସଫଳ ହୋଇଛି ଏବଂ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମଗ୍ର ବିଶ୍ୱର ଲୋକଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ତାଙ୍କର ଅକ୍ଳାନ୍ତ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ।